ପୁରୀ: ଆଜି ସକାଳେ ପୁରୀ ଭିଆଇଭି ରୋଡ୍ରେ ଥିବା ବହୁତଳ ବିଶିଷ୍ଟ ହୋଟେଲ ‘ପ୍ରାଇଡ୍ ଅନନ୍ୟା’ରେ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଛି। ହୋଟେଲର ମେଣ୍ଟେନାନ୍ସ ରୁମ୍ରୁ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ କରୁଛନ୍ତି।
ପୁରୀ: ହୋଟେଲରେ ଅଗ୍ନିକାଣ୍ଡ
Advertisment
Follow Us