ଜଳୁଛି ସିପସରୁବାଲିର ୨ ଏକର ଜଙ୍ଗଲ

ଜଳୁଛି ସିପସରୁବାଲିର ୨ ଏକର ଜଙ୍ଗଲ

Sambad

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ରେଞ୍ଜ ସିପସରୁବାଲି ଜଙ୍ଗଲ ଜଳୁଛି ସିପସରୁବାଲି ଜଙ୍ଗଲର ମିଠାକୂଅ ନିକଟରେ ନିଆଁ ଲାଗିଛି। ୨ ଏକର ଜଙ୍ଗଲ ଜଳୁଛି। ବ୍ରହ୍ମଗିରି ବନ ବିଭାଗର ୧୦ ଜଣିଆ ଟିମ ନିଆଁକୁ ଆୟତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଅଧିକ ବନ ବିଭାଗ ଟିମ ପୁରୀରୁ ଆସୁଥିବା ବନ ବିଭାଗ ପକ୍ଷରୁ ସୂଚନା ରହିଛି।  ସୂଚନାଅନୁଯାୟୀ, ବ୍ରହ୍ମଗିରି ରେଞ୍ଜ ସିପସରୁବାଲି ଜଙ୍ଗଲର ୨ ଏକର ଜଙ୍ଗଲରେ ଲାଗିଛି ନିଆଁ।

ବନ ବିଭାଗର ୧୦ ଜଣିଆ ଟିମ ନିଆଁକୁ ଆୟକ କରିବାରେ ନିୟୋଜିତ ରହିଥିବାବେଳେ ପୁରୀରୁ ଅଧିକ ବନ ବିଭାଗର ଟିମ ଆସୁଥିବାନେଇ ବନ ବିଭାଗର ପକ୍ଷରୁ ସୂଚନା ରହିଛି। ଏହି ଜଙ୍ଗଲ ଜଳି ଦୁଇ ମାସ ପୂର୍ବରୁ ୭୦ ଏକର ଜଙ୍ଗଲ ପୋଡି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe