representative picture
କଟକ: କଟକ ଦରଘା ବଜାରସ୍ଥିତ କୁଇନ୍ସ କଲେକ୍ସନ ନାମକ ଏକ ଦାମୀ ଦୋକାନରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଶାଢ଼ୀ ପୋଡ଼ି ଯାଇଛି। ଖବର ପାଇ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ବିଦ୍ୟୁତ ସର୍ଟ ସର୍କିଟକୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛିି।
Follow Us