କେନ୍ଦ୍ରାପଡ଼ା: ଷ୍ଟେଟ୍‌ ବ୍ୟାଙ୍କର ଚାନ୍ଦୋଳ ଶାଖାରେ ଅଗ୍ନିକାଣ୍ଡ

Advertisment
କେନ୍ଦ୍ରାପଡ଼ା: ଷ୍ଟେଟ୍‌ ବ୍ୟାଙ୍କର ଚାନ୍ଦୋଳ ଶାଖାରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡ଼ା: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡେରାବିସ୍‌ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ଶାଖାରେ ରବିବାର ଅପରାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ମାସର ତୃତୀୟ ରବିବାର ହୋଇଥିବାରୁ ଛୁଟି ଥିବା ବେଳେ ସର୍ଟସାର୍କିଟ ଯୋଗୁଁ ବ୍ୟାଙ୍କରେ ଅଗ୍ନିକାଣ୍ଡ ଦେଖାଯାଇଛି। ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ଯାଇଛି। ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତିର ଆକଳନ ହୋଇପାରି ନାହିଁ।
publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe