ରାୟଗଡ଼ା ଟ୍ରେଜେରିରେ ନିଆଁଲାଗି ବହୁ କାଗଜପତ୍ର ପୋଡି ପାଉଁଶ

Advertisment
ରାୟଗଡ଼ା ଟ୍ରେଜେରିରେ ନିଆଁଲାଗି ବହୁ କାଗଜପତ୍ର ପୋଡି ପାଉଁଶ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା  ଟ୍ରେଜେରି ଅଫିସରରେ ଆଜି ସକାଳେ ନିଆଁ ଲାଗିଯାଇଛିି। ଆକସ୍ମିକ ଏହି  ଅଗ୍ନିକାଣ୍ଡରେ ଟ୍ରେଜେରିରେ ଥିବା ବହୁ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ  ପ୍ରକୃତ କ୍ଷୟକ୍ଷତିର ପରିମାଣ ଜଣାପଡ଼ିନାହିଁ। ବିଦ୍ୟୁତ ସର୍ଟ ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିିବା କହାଯାଉଛି। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe