ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ସାମନ୍ତରାୟପୁଠାରେ ଥିବାଏକ ମଦଦାକାନର ମ୍ୟାନେଜରଙ୍କୁ ଗୁଳି ମାଡ଼ କରି ଦୁର୍ବୃତ୍ତମାନେ ତାଙ୍କ ବାଇକ୍ ଲୁଟି ନେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳି ମ୍ୟାନେଜର ଅମୂଲ୍ୟ କବାଟିଙ୍କ ଗୋଡ଼ରେ ବାଜିଛି। ଗୁରୁତର ଅବସ୍ଥାରେ ଶ୍ରୀ କବାଟିଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଖୋର୍ଦ୍ଧା: ମଦ ଦୋକାନ ମ୍ୟାନେଜରଙ୍କୁ ଗୁଳିମାଡ଼
Advertisment
Follow Us