Photo: Big News English
ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କାଉପୁର ପଞ୍ଚାୟତ ତୁମ୍ବାପଦୀ ଗାଁରେ ବୁଦ୍ଧିରାମ କୁଅଁରଙ୍କ ୫ ବର୍ଷର ପୁଅ ପ୍ରଶାନ୍ତ କୁଅଁର ଘରପାଖ ଗଡ଼ିଆରେ ପଡ଼ି ମୃତ୍ୟୁ ଘଟିଛି। ପ୍ରଶାନ୍ତଙ୍କୁ ଚିକିତ୍ସା ପାଇଁ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିବାର ଲୋକେ ସନ୍ଧ୍ୟାରେ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିବା ପରେ ପ୍ରଶାନ୍ତର ମୃତଦେହଙ୍କୁ ଭଦ୍ରକ ଜିଲା ଚିକିସିାଳୟକୁ ଆଣିଥିବା ଜଣାପଡ଼ିଛି।
Follow Us