ଚାଇଲଡ୍ ଫଣ୍ଡ ପକ୍ଷରୁ ‘ଫୁଟବଲ୍ ଫୋର ସୋସିଆଲ୍ ଚେଂଜ’

Advertisment
ଚାଇଲଡ୍ ଫଣ୍ଡ ପକ୍ଷରୁ ‘ଫୁଟବଲ୍ ଫୋର ସୋସିଆଲ୍ ଚେଂଜ’

Sambad

ଜୟପୁର: ଚାଇଲଡ୍ ଫଣ୍ଡ ପକ୍ଷରୁ ଆଜି ସ୍ଥାନୀୟ ଜେଇଏଲସି ପଡ଼ିଆ ପରିସରରେ ‘ଫୁଟବଲ ଫୋର ସୋସିଆଲ୍ ଚେଂଜ’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୪ଟି ବ୍ଲକର ୨୦ଟି ଗାଁର ଶତାଧିକ ଯୁବକ ଓ ଯୁବତୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ।

publive-image Sambad

ଗ୍ରାମାଂଚଳରେ ବାଲ୍ୟବିବାହ, ଶିଶୁ ଶ୍ରମିକ, ଦାଦନ ଓ ସ୍କୁଲ ଡ୍ରଫ୍ ଆଉଟ୍କୁ ରୋକିବା ପାଇଁ ଚାଇଲଡ୍ ଫଣ୍ଡ ପକ୍ଷରୁ ଏଭଳି ଅଭିନବ ଭାବେ ଗ୍ରାମାଂଚଳର ଯୁବକ ଓ ଯୁବତୀଙ୍କୁ ନେଇ ଫୁଟବଲ ପ୍ରତିଯୋଗିତା କରାଯାଉଛି ବୋଲି ରାଜ୍ୟ ସଂଯୋଜକ ଅଶୋକ ପଣ୍ଡା ଓ ଜିଲ୍ଲା ସଂଯୋଜକ ସଚ୍ଚିଦା ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe