ଘଣ୍ଟାପଡ଼ା : ଶୁକ୍ରବାର ସନ୍ଧ୍ୟାରେ କଣ୍ଟାମାଳ ରେଞ୍ଜ୍ ବରଗାଁ ସେକସନ୍ର ସୌରିବେଙ୍ଗେସ୍ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଥିଲା। ଗ୍ରାମର ସ୍ୱେଚ୍ଛାସେବୀ ମନଧର କର୍ମୀ ଏନେଇ ବନ ବିଭାଗକୁ ଖବର ଦେଇ ନିଜର ସହକର୍ମୀଙ୍କ ସହ ନଆଁ ଲିଭା କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ଫରେଷ୍ଟଗାର୍ଡ ଭକ୍ତଚରଣ ଭୋଇ ବନ କର୍ମଚାରୀଙ୍କୁ ଧରି ପହଞ୍ଚି ଥିଲେ। ଦୀର୍ଘ ୯ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଗ୍ରାମର ରପଲାଲ ଭୋଇ, ରାଜ କିଶୋର କର୍ମୀ ସହାୟତା କରିଥିଲେ।
ଜଙ୍ଗଲ ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ
Advertisment
Follow Us