ବାଂଶପାଳ: କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଢାବା ନିକଟରେ ଟ୍ରକ ଧକ୍କାରେ ଆଜି ଜଣେ ବନ୍ୟପ୍ରାଣୀ ସ୍କ୍ଵାର୍ଡ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ପାଟଣା ଥାନା ଅଚଂଳର ସତ୍ୟବ୍ରତ ବେହେରା। ସେ ବାୟାକୁମୁଟିଆରୁ ହାତୀ ଟ୍ରାକିଂ କରି କାଞ୍ଜିପାଣି ବିଟକୁ ବାଇକ ଯୋଗେ ଫେରୁଥିବା ବେଳେ ଢାବା ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ହାତୀ ଘଉଡାଇ ଫେରୁଥିଲେ, ଟ୍ରକ ଧକ୍କାରେ ବନ୍ୟପ୍ରାଣୀ ସ୍କ୍ଵାର୍ଡ କର୍ମଚାରୀଙ୍କ ମୃତ୍ୟୁ
Advertisment
Follow Us