ଶୁକ୍ରବାର ଆକାଶବାଣୀ ଓ ଦୂରଦର୍ଶନରେ ଶୀତଳଷଷ୍ଠୀ

Advertisment
ଶୁକ୍ରବାର ଆକାଶବାଣୀ ଓ ଦୂରଦର୍ଶନରେ ଶୀତଳଷଷ୍ଠୀ

Sambad English

ସମ୍ବଲପୁର: ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଧାରାବିବରଣୀ ଓ ସିଧାପ୍ରସାରଣ ଶୁକ୍ରବାର ସମ୍ବଲପୁର ଆକାଶବାଣୀ ଓ ଦୂରଦର୍ଶନ ତରଫରୁ କରାଯିବ।

ଶୁକ୍ରବାର ସକାଳ ୯ଟା ୩୦ରୁ ଦିନ ୧ଟା ୫୦ ମିନିଟ୍ ପର୍ଯ୍ୟନ୍ତ ଆକାଶବାଣୀରେ ଧାରାବିବରଣୀ ତଥା ଦିନ ୧୧ଟାରୁ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଦୂରଦର୍ଶନର ଡିଡି ଓଡ଼ିଆରେ ଏହାର ସିଧା ପ୍ରସାରଣ ‌ହେବ ବୋଲି ଆକାଶବାଣୀର କାର୍ଯ୍ୟକ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe