ପାରଳାଖେମୁଣ୍ଡି: ୩୬ ତମ ଗଜଲକ୍ଷ୍ମୀ ପୂଜା ସ୍ଥାନୀୟ ଓଡିଆ ଭଣ୍ଡାରୀ ସାହି ଛକ ତଥା ଗଜପତି ମାର୍ଗ ଠାରେ ଆରମ୍ଭ ହୋଇଯାଇଛି । ଦୀର୍ଘ ୩୬ବର୍ଷ ଧରି ଏହି ପୂଜା ଆୟୋଜନ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କୋଭିଢ଼ ନିୟମକୁ ଆଖି ଆଗରେ ରଖି ଅତି କଟକଣାର ସହ ମା ଲକ୍ଷ୍ମୀଙ୍କ ପୂଜା ଆୟୋଜନ କରାଯାଉଛି ବୋଲି କମିଟି ସଦସ୍ୟ ବାବୁନା ବେହେରା ସୂଚନା ଦେଇଛନ୍ତି।
ପାରଳାଖେମୁଣ୍ଡିରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
Advertisment
Follow Us