Advertisment

Elder Brother Kills Younger ସାନଭାଇକୁ ମାରିଲା ବଡ଼, ଅଭିଯୁକ୍ତ ଥାନାରେ ଅଟକ

Advertisment

ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ବଡ଼ଭାଇର ମାଡ଼ରେ ସାନଭାଇ ମୃତ। ମୋହନା ଥାନା ବଡ଼ଖଣି ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଲୁବି ମଳିକ।

ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ବଡ଼ଭାଇର ମାଡ଼ରେ ସାନଭାଇ ମୃତ। ମୋହନା ଥାନା ବଡ଼ଖଣି ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଲୁବି ମଳିକ।

Untitled-9.jpg

Elder brother kills younger Photograph: (Sambad.in)

ପାରଳାଖେମୁଣ୍ଡି: ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଗଣ୍ଡଗୋଳରେ ବଡ଼ଭାଇର ମାଡ଼ରେ ସାନଭାଇ ମୃତ। ମୋହନା ଥାନା ବଡ଼ଖଣି ପଞ୍ଚାୟତ କରଞ୍ଜ କୁଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଲୁବି ମଳିକ।

ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା

ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତ୍ରିରେ ସାନ ଭାଇ ଲୁବି ମଳିକ ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲା। ପରେ ବଡ଼ ଭାଇ ଗୋବିନ୍ଦ ମଳିକଙ୍କ ସହ ବଚସା ହୋଇଥିଲା। ବଚସା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଉଭୟଙ୍କ ସ୍ତ୍ରୀ ବୁଝାସୁଝା କରିଥଲେ। କିନ୍ତୁ କେହି ଶୁଣିନଥିଲେ। ଯାହା ଫଳରେ ଏକ ପଥର ଗଦାରେ ସାନଭାଇଙ୍କୁ ଟେକି ଛେଚି ହତ୍ୟା କରିଥିବା ନେଇ ସାନଭାଇଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ମୋହନା ପୁଲିସ ପହଞ୍ଚି ବଡ଼ଭାଇ ଗୋବିନ୍ଦ ମଳିକଙ୍କୁ ଅଟକ ରଖିବା ସହ ଅଧିକ ପଚରାଉଚରା କରୁଛି।

70 Lakhs Rupees Loot ବେକରେ ଭୁଜାଲି ଲଗାଇ ୭୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଓ ୧୦ ଲକ୍ଷ ଟଙ୍କାରୁ ଅଧିକ ସୁନା ଗହଣା ଲୁଟ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe