ଗଜପତି: ଆଇପିଏଲ୍‌ ପାଇଁ ବେଟିଙ୍ଗ୍‌ କରୁଥିବା ୭ ଜଣ ଗିରଫ

Advertisment
ଗଜପତି: ଆଇପିଏଲ୍‌ ପାଇଁ ବେଟିଙ୍ଗ୍‌ କରୁଥିବା ୭ ଜଣ ଗିରଫ

ଗଜପତି: ଆଇପିଏଲ୍‌ କ୍ରିକେଟ୍‌ ଖେଳ ପାଇଁ ବେଟିଙ୍ଗ୍‌ କରୁଥିବାବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ୭ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୬୧ ହଜାର ଟଙ୍କା ଓ ୭ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି।

କିଛି ଦିନ ହେବ ଚାଲିଥିବା ଏହି ବେଟିଙ୍ଗ୍‌କୁ ରୋକିବାକୁ ଏସ୍‌ପି ସାରା ଶର୍ମାଙ୍କ ନିର୍ଦେଶକ୍ରମେ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ସଫଳତା ମିଳିଥିବା କଥା ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe