ଭୁବନେଶ୍ବର: ହେଲମେଟ୍ ନଥିଲେ ଦରମା ବନ୍ଦ। ଗାଡ଼ି ଚଳାଇଲା ବେଳେ ହେଲମେଟ୍ ପିନ୍ଧିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଲୋକେ ଏହାକୁ ଅଣଦେଖା କଲେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଧନ ଜୀବନ ଉଭୟ ନଷ୍ଟ ହୋଇଥାଏ। ତେବେ ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବାଇକ୍ ଚଳାଇବା ବେଳେ ପ୍ରାଥମିକ ଶିକ୍ଷକମାନେ ହେଲମେଟ୍ ପିନ୍ଧିବାକୁ ସେ ବାଧ୍ୟତାମୂଳକ କରିଛନ୍ତି। ନଚେତ୍ ସମ୍ପୃକ୍ତ ଶିକ୍ଷକଙ୍କ ମାସିକ ଦରମା ବନ୍ଦ କରାଯିବ ବୋଲି କୁହାଯାଇଛି।
ହେଲମେଟ୍ ନଥିଲେ ଦରମା ବନ୍ଦ: ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ନିର୍ଦ୍ଦେଶନାମା
Advertisment
Follow Us