ମୋହନା: ବରଗଛମୂଳରୁ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର

Advertisment
ମୋହନା: ବରଗଛମୂଳରୁ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର

ମୋହନା: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଟାଙ୍କିଲିପଦର ଅଞ୍ଚଳର ଗୋଟାଏ ବରଗଛ ମୂଳରୁ ପୁଲିସ ଜଣେ ଅଜ୍ଞାତ ଯୁବତୀଙ୍କ ଶବ ଉଦ୍ଧାର କରିଛି।
କ୍ଷତବିକ୍ଷତ ହୋଇଥିବା ସେ ଯୁବତୀଙ୍କ ଶବ ରାସ୍ତାକଡ଼ରେ ପଡ଼ିଥିବା ଖବର ପାଇବା ପରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ତାହାକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଛି।

ସେ ଯୁବତୀଙ୍କୁ ହତ୍ୟା କରାଯାଇଛି କି, ସଡ଼କ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି, ତାହା ଜଣାପଡ଼ି ନାହିଁ।

ମୃତ ଯୁବତୀଙ୍କ ପରିଚୟ ପାଇବାକୁ ପୁଲିସ ଆଖପାଖ ଗାଁକୁ ଯାଇ ଅନୁସନ୍ଧାନ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe