ମୋହନା: ବନବିଭାଗ ଏବଂ ଅଡବା ପୁଲିସର ମିଳିତ ସହଯୋଗରେ ଏକ ବିରଳ ବଜ୍ରକାପ୍ତା ଉଦ୍ଧାର କରାଯାଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଅଡବା ଥାନା ଗୁରୁଜୁଳି ପଞ୍ଚାୟତର ଚିଡାଙ୍ଗପଙ୍କା ଗ୍ରାମରୁ ଉଦ୍ଧାର ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖି ମୋହନା ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ମୋହନାରୁ ବିରଳ ବଜ୍ରକାପ୍ତା ଉଦ୍ଧାର
Advertisment
Follow Us