କବିସୂର୍ଯ୍ୟନଗର : ଛାତ୍ରୀଙ୍କୁ ଦୁଷ୍କର୍ମ ଭିଡ଼ିଓ ଭାଇରାଲ୍, ୩ ଅଟକ

ତାଳଦଣ୍ଡା କେନାଲ ପୋଲ ଟେଣ୍ଡରରେ ଅନିୟମିତତା : ଠିକାଦାର, ଯନ୍ତ୍ରୀଙ୍କ ସମେତ ୭ଜଣ ଗିରଫ

Tamil News Line

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଏହାର ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏ ନେଇ ପୀଡ଼ିତାଙ୍କ ସଂପର୍କୀୟ ପକ୍ଷରୁ ଥାନାରେ ଏତଲା ପରେ ପୁଲିସ ତଦନ୍ତ ଜାରି ରଖିଥିବାବେଳେ ୩ ଜଣଙ୍କୁ ଅଟକ ରଖା ଯାଇଥିବା ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ସୂଚନା ଦେଇଛନ୍ତି। ଉକ୍ତ ଛାତ୍ରୀଙ୍କୁ ତିନିଜଣ ଏକ ଭଡ଼ାଘରେ ଦୁଷ୍କର୍ମ କରିବା ପରେ ୧୦ ଦିନ ତଳେ ଏହାର ଭିଡିଓ କ୍ଲିପିଂକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe