ଦିଗପହଣ୍ଡି: କେ.ନୂଆ ଗାଁ ଥାନା ଅନ୍ତର୍ଗତ ରତ୍ନେଇ ମନ୍ଦିର ପାଖବ୍ରିଜ ନିକଟରେ ଦୁଇ ବାଇକରେ ୪ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରିଥିବା ସୂଚନା ରହିଛି। ଏହି ଆକ୍ରମଣରେ ଶିକ୍ଷକଙ୍କ ହାତରେ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି।
ଶିକ୍ଷକଙ୍କ ନାମ ରାଜେଶ୍ ପାତ୍ର। ସେ ଗୌଡ଼ଗାଁ ଗ୍ରାମର ବୋଲି ଜଣାପଡିଛି। ଶିକ୍ଷକ ଜଣକ ସଂପ୍ରତି ତୁରୁବୁଡ଼ି ପଞ୍ଚାୟତ ପୁହୁଣ୍ଡି ଗ୍ରାମରେ କାର୍ଯ୍ୟରତ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ ଜାରି ରଖିଛି।
Follow Us