ଜାତୀୟ ସ୍ତରର ସ୍ଵର୍ଣ୍ଣପଦକ ବିଜେତା ବଡିବିଲଡରଙ୍କ ପରଲୋକ

Advertisment
ଜାତୀୟ ସ୍ତରର ସ୍ଵର୍ଣ୍ଣପଦକ ବିଜେତା ବଡିବିଲଡରଙ୍କ ପରଲୋକ

ବ୍ରହ୍ମପୁର: ଜାତୀୟ ସ୍ତରରେ ସ୍ଵର୍ଣ୍ଣପଦକ ଜିଣିଥିବା ଗଞ୍ଜାମ ଜିଲ୍ଲାର ଗୋସାଣି ନୁଆଗାଁର ବଡିବିଲଡର ରବୀନ୍ଦ୍ର ସାହୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ତଳେ ଗଞ୍ଜାମଶ୍ରୀ ଜ୍ୟୋତିଙ୍କ ପରଲୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe