ଗାଁରେ ପହଞ୍ଚିଲା ଓଡ଼ିଆ ଶ୍ରମିକ ସନ୍ତୋଷ ଗୌଡ଼ଙ୍କ ମୃତଦେହ

ଗାଁରେ ପହଞ୍ଚିଲା ଓଡ଼ିଆ ଶ୍ରମିକ ସନ୍ତୋଷ ଗୌଡ଼ଙ୍କ ମୃତଦେହ

ଖଲ୍ଲିକୋଟ: ଗାଁରେ ପହଞ୍ଚିଲା ଓଡ଼ିଆ ଶ୍ରମିକ ସନ୍ତୋଷ ଗୌଡ଼ଙ୍କ ମୃତଦେହ। ଗାଁରେ ଉପସ୍ଥିତ ଅଛନ୍ତି ଦୁଇ ମନ୍ତ୍ରୀଙ୍କ ସମେତ ବହୁ ବିଧାୟକ। ଗାଁରେ କ୍ୟାବିନେଟ ମନ୍ତ୍ରୀ ବିଭୂତି ଜେନା ଓ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ ଅଛନ୍ତି।

କୁଏତର ଏକ ଘରେ ହୋଇଥିବା ଅଗ୍ନିକାଣ୍ଡରେ ଓଡ଼ିଆ ଶ୍ରମିକ ସନ୍ତୋଷ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା। ଗତ ବୁଧବାର ଦିନ କୁଏତର ଏକ ଘରେ ହୋଇଥିଲା ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗଞ୍ଜାମ ପୁରୁଷୋତ୍ତମପୁର ବ୍ଲକର ରଣଝାଲି ଗାଁର ସନ୍ତୋଷ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା । ସନ୍ତୋଷ ଦୁଇ ବର୍ଷ ହେଲା କୁଏତର ଏକ କମ୍ପାନୀରେ କାମ କରୁଥିଲେ ।
-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe