ଗଞ୍ଜାମ: ନାଳ ନିକଟରୁ ଉଦ୍ଧାର ହେଲା ୨ ଦିନ ତଳେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ

Advertisment
ଗଞ୍ଜାମ: ନାଳ ନିକଟରୁ ଉଦ୍ଧାର ହେଲା ୨ ଦିନ ତଳେ ନିଖୋଜ ହୋଇଥିବା ଯୁବକଙ୍କ ମୃତଦେହ

The Fact News

ବ୍ରହ୍ବପୁର: ଗତ ଦୁଇ ଦିନ ତଳେ ନିଖୋଜ ହୋଇଥିବା  ଗଞ୍ଜାମ ଜିଲ୍ଲାର ପଞ୍ଚମା ଗ୍ରାମର ଯୁବକଙ୍କର ମୃତଦେହ ବୁଧବାର ଉଦ୍ଧାର ହୋଇଛି। ପଞ୍ଚମା ଗ୍ରାମ ନିକଟରେ ଥିବା ଘଡ଼କା ନାଳ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଥିବ‌େ ସୂଚନା ରହିଛି।

ମୃତ ଯୁବକ ଜଣକ ହେ‌ଲେ ସେହି ଗ୍ରାମର ଗଉରା ମଣ୍ଡଳ। ତାଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ। ଗଉରାଙ୍କ ଦେହ ସାରା କ୍ଷତ ଚିହ୍ନ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe