ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

Advertisment
ପୁଲିସ ଡିଜିଙ୍କ ଉପରେ ବର୍ଷିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

newindianexpress.com

ବ୍ରହ୍ମପୁର: ହସ୍ପିଟାଲରୁ ବାହାରି ପୁଲିସ ଡିଜିଙ୍କ ଉପରେ ବର୍ଷିଛନ୍ତି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ। ନିର୍ବାଚନ ବେଳେ ସେ ବ୍ରହ୍ମପୁର ଗୋଷାଣିନୂଆଗାଁର ବୁଥକୁ ଯାଇଥିଲେ। ଏହି ସମୟରେ ସେ ଆକ୍ରମଣର ଶିକାର ହୋଇଥିଲେ। ପୁଲିସ ଉପସ୍ଥିତିରେ ସେ ଆକ୍ରମଣର ଶିକାର ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ପୁଲିସର ହିଁ  ଏହା ଏକ ବିଫଳତା ବୋଲି ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।

ଏହି ଘଟଣା ପରେ ପୁଲିସ ଡିଜି କହିଥିଲେ, ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି। କିନ୍ତୁ ସେ କେବଳ ନିର୍ବାଚନ କମିସନଙ୍କୁ ଡରି ଏପରି କହିଥିଲେ ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ତାଙ୍କ ଛାତିରେ ହାଡ଼ ଭାଙ୍ଗିଛି। ଅପରେସନ ହୋଇଛି। ସଂପୂର୍ଣ୍ଣ ଠିକ୍ ହେବାକୁ ତାଙ୍କୁ ଆଉ ୩ ମାସ ସମୟ ଲାଗିବ ବୋଲି କହିଛନ୍ତି ଡକ୍ଟର ପ୍ରଦୀପ ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe