ବ୍ରହ୍ମପୁର: ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ମନ୍ଦିରରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏଠାରେ ଅଖଣ୍ଡ ଦୀପରୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ଦୀପ ଘରେ ଥିବା କାଠ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଖବର ପାଇ ଅଗ୍ନିଶମ ଟିମ୍ ଆସି ନିଆଁକୁ ଆୟତ୍ତ କରିଛି। ପଥରରେ ମନ୍ଦିରର ଘର ତିଆରି ହୋଇଥିବାରୁ ନିଆଁ ବିଶେଷ ଭାବେ ଆଗକୁ ବଢି ପାରିନଥିଲା। ଏହାଫଳରେ ବଡ଼ ଧରଣର ଅଘଟଣ ଘଟିନଥିଲା।
ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ: ଅଖଣ୍ଡ ଦୀପରୁ ଲାଗିଲା ନିଆଁ
Advertisment
Follow Us