ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଲୋକସଭା ଆସନ ବ୍ରହ୍ମପୁର। ଏହା ଅଧିନରେ ରହିଛି ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ। ରାଜ୍ୟ ରାଜନୀତିର ବହୁ ଛାମୁଆ ନେତା ଏହି ସବୁ ଆସନରେ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତୁ ଦେଖିବା ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ତାଲିକା।
ସୂଚନାଯୋଗ୍ୟ କି ଦକ୍ଷିଣ ଓଡ଼ିଶାର ଚାରୋଟି ଲୋକସଭା ଏବଂ ସେଥି ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ସେଠାରେ ୨୬ଟି ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୦ ଲକ୍ଷ ଭୋଟର୍। ସେହିପରି ୨୮ ବିଧାନସଭା ଆସନରେ ଲଢ଼ୁଥିବା ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ କାଲି।
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_1-1.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_2.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_3.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_4.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_5.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_6.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_7.jpg)
/sambad/media/post_attachments/wp-content/uploads/2019/04/Berhampur-Election_Inner-Page_8.jpg)
Follow Us