ବୃନ୍ଦାବନପୁର ଜଙ୍ଗଲରୁ ମଣିଷ ଖପୁରି ଜବତ

Advertisment
ବୃନ୍ଦାବନପୁର ଜଙ୍ଗଲରୁ ମଣିଷ ଖପୁରି ଜବତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ପାଟକୁରା ନିକଟ ବୃନ୍ଦାବନପୁର ଜଙ୍ଗଲରୁ ଆଜି କିଛି ମଣିଷଙ୍କ ଖପୁରି ଜବତ ହୋଇଛି। ସକାଳେ ଗାଁର କିଛି ଲୋକ ଜଙ୍ଗଲ ଭିତରେ ମଣିଷ ଖପୁରି ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖପୁରି ଓ ହାଡ଼ ଜବତ କରିଛି। ଏହି ଖପୁରି କେଉଁଠୁ ଆସିଲା, ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe