କବିସୂର୍ଯ୍ୟନଗରରେ ଗୋଷ୍ଠୀ ସଂଘର୍ଷ; ପାଞ୍ଚରୁ ଅଧିକ ଆହତ

Advertisment
କବିସୂର୍ଯ୍ୟନଗରରେ ଗୋଷ୍ଠୀ ସଂଘର୍ଷ; ପାଞ୍ଚରୁ ଅଧିକ ଆହତ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗରର ବାଲିଛାଇ ଫାଣ୍ଡିର ପାଇକଯମୁନା ଗାଁରେ ଆଜି ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ଏହି ଗୋଷ୍ଠୀ ସଂଘର୍ଷରେ ଉଭୟ ଗୋଷ୍ଠୀର ପାଞ୍ଚଜଣରୁ ଅଧିକ ଆହତ ହୋଇଥିବା ବେଳେ ସେମାନଙ୍କୁ କବିସୂର୍ଯ୍ୟନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ତେବେ ଗ୍ରାମର ମାଛ ଲିଜ୍ ବୈଠକ ବେଳେ ଏହି ଘଟଣା ଘଟିଛି। ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe