ଶାଶୁଙ୍କୁ ଆକ୍ରମଣ, ଜ୍ୱାଇଁ ନାଁରେ ଏତଲା

Advertisment
ଶାଶୁଙ୍କୁ ଆକ୍ରମଣ, ଜ୍ୱାଇଁ ନାଁରେ ଏତଲା

ଦିଗପହଣ୍ଡି: ଦିଗପହଣ୍ଡି ଥାନା ନରସିଂହପୁର ଗ୍ରାମର ଜନୈକ ମହିଳା ଜି. ଗୋଲାପୀ ରେଡ୍ଡିଙ୍କୁ ତାଙ୍କ ଜ୍ୱାଇଁ ଖଜୁରିପଲ୍ଲୀ ଗ୍ରାମର ଜି. ବିଚିତ୍ର ରେଡ୍ଡି ଠେଙ୍ଗାରେ ଆକ୍ରମଣ କରିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୨ଟାରେ ଗୋଲାପୀ ଘରେ ଏକା ଶୋଇଥିବା ବେଳେ ଜ୍ୱାଇଁ ବିଚିତ୍ର ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କ ତଣ୍ଟି ଉପରେ ମାଡ଼ିବା ସହ ୨ଟି କାନଫୁଲ ଛଡ଼ାଇ ନେଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe