ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ନେଲା ବୃଦ୍ଧଙ୍କ ଜୀବନ

Advertisment
ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ନେଲା ବୃଦ୍ଧଙ୍କ ଜୀବନ

odishabytes.com

ଖଲ୍ଲିକୋଟ: ବାରହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ଲାଗି ମଣିଷ ଜୀବନ ଗଲା। ଗ୍ଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ କୈରାଶି ଗ୍ରାମ ଲାଞ୍ଜିପଲ୍ଲି ସାହିର ସୀମାଞ୍ଚଳ ସ୍ୱାଇଁଙ୍କ ମୃତ୍ୟୁ ହୋଇଛି। ତାଙ୍କର ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ସେହି ଗ୍ରାମର ତ୍ରିନାଥ ସାହୁଙ୍କ ଫାର୍ମହାଉସରେ କିଛି ଲୋକ ବିଦ୍ୟୁତ୍ ତାର ବିଛାଇଥିଲେ ବୋଲି ଅଭିଯୋଗ ହୋଇଛି। ପୁଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe