ଛାତ୍ର ସଂସଦ ନିର୍ବାଚନ: କେଏସ୍‌ୟୁବି ଭଞ୍ଜନଗରରେ ଅମୀୟ ହେଲେ ସଭାପତି

Advertisment
ଛାତ୍ର ସଂସଦ ନିର୍ବାଚନ: କେଏସ୍‌ୟୁବି ଭଞ୍ଜନଗରରେ ଅମୀୟ ହେଲେ ସଭାପତି

ଭଞ୍ଜନଗର: ଛାତ୍ର ସଂସଦ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ କବିସୂର୍ଯ୍ୟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷ କଳାଛାତ୍ର ଅମୀୟ ମହାନ୍ତି ସଭାପତି ହୋଇଛନ୍ତି। ଶନିବାର ହୋଇଥିବା ଘୋଷଣା ଅନୁସାରେ ଯୁକ୍ତ ୩ ଶେଷ ବର୍ଷ ବାଣିଜ୍ୟ ଛାତ୍ର ଦେବମ ଦାସ ଉପସଭାପତି ଓ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ଭିଷ୍ମଜୀତ ବିଶୋୟୀ ସାଧାରଣ ସମ୍ପାଦକ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe