ବ୍ରହ୍ମପୁର: ଦୁଷ୍କର୍ମ ଅଭିଯୋଗରେ ମାମୁ ପୁଅ ଭାଇ ଗିରଫ

Advertisment
ନାବାଳିକାକୁ ଅପହରଣ ଅଭିଯୋଗ, ଦୁଇ ଅଟକ

DNA India

ବ୍ରହ୍ମପୁର: ସ୍ଥାନୀୟ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ସଂପର୍କୀୟ ମାମୁ ପୁଅ ଭାଇ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଏବଂ ପରବର୍ତ୍ତୀ ସମୟରେ ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ବ୍ରହ୍ମପୁରର ଆଶିଷ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ପରେ ଯୁବତୀ ଜଣଙ୍କ  ଦୁର୍ଘଟଣାରେ ଗୋଡ଼ ଭାଙ୍ଗିଯିବା ପରେ ନିଜ ଭାଇ ସହିତ ଚିକିତ୍ସା ପାଇଁ ମୁମ୍ବାଇ ଯିବା ପରେ ଅଭିଯୁକ୍ତ କିଛି ପୂର୍ବ ଫଟୋ ଭାଇରାଲ୍ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe