ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment
ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଆସିକା: ଗ୍ଞ୍ଜାମ ଜିଲ୍ଲା ଆସିକା ଥାନା କୋଟିବାଡ଼ି ଗ୍ରାମର ବଡ଼ନଦୀ ନିକଟରେ ଥିବା କାଜୁତୋଟାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଠାବ ହୋଇଛି। ମୃତଦେହଟି ୪ରୁ ୫ ଦିନର ହୋଇଥିବା ଆନୁମାନ କରାଯାଉଛି। ତେଣୁ ଗଳିତ ଶବଟି ପଚି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇଛି। ଘଟଣାସ୍ଥଳରେ ଆସିକା ପୁଲିସ ପହଞ୍ଚି ତଦନ୍ତ କରୁଛି। ମୃତଦେହ ପଡ଼ିଥିବା ଶବର କିଛି ଦୁରରେ ଏକ ବାଇକ ରହିଥିବା ବେଳେ ବ୍ୟକ୍ତିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe