ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଛଢ଼ଉ

Advertisment
ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଛଢ଼ଉ

ଗଞ୍ଜାମ: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର କନିଷ୍ଠ କିରାଣୀ ଅଜିତ କୁମାର ସାହୁଙ୍କ ୩ଟି ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆଜି ସକାଳୁ ଏହି ଚଢ଼ଉ ଆମ୍ବପୁଆଠାରେ ଥିବା ଶିବପଦ୍ମ କଲୋନୀର ୮୨ ନମ୍ବର ଡୁପ୍ଲେକ୍ସ ହାଉସ୍‌, ଗଜପତି ନଗରରେ ଥିବା ୩ ମହଲା ବିଶିଷ୍ଟ ଘର, ଲାଞ୍ଜିପାଲୀଠାରେ ଥିବା ୩ ମହଲା ବିଶିଷ୍ଟ ଘର ବ୍ୟତୀତ ହସ୍ପିଟାଲ୍‌ ଭିତରେ ଥିବା ଅଫିସ୍‌ ରୁମ୍‌ ସମେତ ଅନ୍ୟ କେତେକ ଅଫିସ୍‌ରେ ବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe