ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୨ ଗୁରୁତର

Advertisment
ଏମ୍‌କେସିଜିରେ ରକ୍ତର ଉତ୍କଟ ଅଭାବ: ୟୁନିଟ୍‌ ସଂଖ୍ୟା ୨୩କୁ ଖସିଲା, ନେଗେଟିଭ୍‌ ଗ୍ରୁପ୍‌ ଖାଲି

ଆସିକା: ଧରାକୋଟ ଥାନା ମୁଣ୍ଡମରାଇ ପଞ୍ଚାୟତ ଭଣ୍ଡାରୀବସାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବାର ଖବର ମିଳିଛି। ଏଥିରେ ଉଭୟ ପକ୍ଷର ଦୁଇ ଜଣ ଗୁରୁତର ହୋଇଥିବାର ସୂଚନା ରହିଛି। ଗୁରୁତରଙ୍କୁ ଧରାକୋଟ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଦୁଇ ଜଣ ହେଲେ ଶଙ୍କର ରାଓ ଓ ରଶ୍ମିତା ପାତ୍ର। ଘଟଣା ସ୍ଥଳରେ ଧରାକୋଟ ପୁଲିସ ପହଞ୍ଚି ଆହତମାନଙ୍କୁ ମେଡିକାଲ୍ ପଠାଇ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe