ସୁନାଚେନ୍ ଝାମ୍ପି ନେଲା ଦୁର୍ବୃତ୍ତ

Advertisment
ସୁନାଚେନ୍ ଝାମ୍ପି ନେଲା ଦୁର୍ବୃତ୍ତ

manatelangana.news

ଧର୍ମଶାଳା: ଧର୍ମଶାଳା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପି ନେଇଛି ଦୁର୍ବୃତ୍ତ। ପାଖର ପଂଚାୟତର ମହିଳା ଜିଆରଏସ୍‌‌ ଚିନ୍ମୟୀ କର ଆଜି ଦିନ ପ୍ରାୟ ୨ଟାରେ ଜାରକାରୁ କାମ ସାରି ଏକ ସ୍କୁଟିରେ ମୁରାରୀପୁର ଗ୍ରାମସ୍ଥିତ ନିଜ ଘରକୁ ଫେରୁଥିଲେ।

ନାକପୋଲ ବଜାର ନିକଟରେ ତାଙ୍କ ପଛରୁ ଏକ ପଲସରରେ ଆସୁଥିବା ଜଣେ ଯୁବକ ସ୍ମୁଟି ଆଗରେ ଗାଡି ରଖି ହଠାତ୍ ସୁନାଚେନ୍‌ ଭିଡି ନେଇଥିଲେ। ଶ୍ରୀମତୀ କର ଚିତ୍କାର କରିଥିଲେ ହେଁ, ଦୁର୍ବୃତ୍ତ ଜଣକ ନାକପୋଲ ଲକ୍ ଛକ ଆଡେ ଚମ୍ପଟ ମାରିଥିଲା।

ପରେ ଘଟଣା ସଂପର୍କରେ ସେ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ, ଲୁଟେରା ସଂପର୍କରେ କୌଣସି ସୁରାକ୍ ପାଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe