ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ହବିଷ୍ୟାଳୀଙ୍କ ମୃତ୍ୟୁ

ଖାଇକୁ ଖସିଲା କାର୍‌ ୪ କଲେଜ ଛାତ୍ରଙ୍କ ମୃତ୍ୟୁ

new indian express

ପୁରୀ: କାଳିଆ ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିର ଭିତରେ ଥିବା ନୀଳାଚଳ ଉପବନରେ ବସିଥିବା ବେଳେ ଗୁରୁତର ଅସୁସ୍ଥ ହୋଇଗଲେ ହବିଷ୍ୟାଳି। ଆଉ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମିଳିଥିବା ସୂଚନା ମୁତାବକ ମୋଚିସାହିସ୍ଥିତ ହବିଷ୍ୟାଳି ଶିବିରରେ ହବିଷ୍ୟାଳି ରହୁଥିଲେ । ତାଙ୍କ ଘର ନୟାଗଡ଼ ଖଲିସାହି। ମୃତ ହବିଷ୍ୟାଳି ଜଣକ ୭୩ ବର୍ଷୀୟା ବୃଦ୍ଧା ଫକୀର ଧଳୁଆ।

ସେ ଆଜି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବସ ଯୋଗେ ଶିବିରକୁ ଫେରିବା ବେଳେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା ଆଉ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପରିବାରକୁ ଖବର ଦିଆଯାଇଥିବା ବେଳେ ମୃତଦେହ ଶବ ବ୍ୟବଚ୍ଛେଦ ପରେ ହସ୍ତାନ୍ତର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe