ଗୋପବ୍ରାଞ୍ଚ କେନାଲ ବନ୍ଧ ତଳକୁ ଓଲଟିଲା ହାଇୱା, ଚାଳକ ଆହତ

Advertisment
ଗୋପବ୍ରାଞ୍ଚ କେନାଲ ବନ୍ଧ ତଳକୁ ଓଲଟିଲା ହାଇୱା, ଚାଳକ ଆହତ

Sambad

ବାଲିଅନ୍ତା: ହଂସପାଳ ଅଭୟମୁଖୀ ମୁଖ୍ୟ ରାସ୍ତାର ସିଙ୍ଗଡ଼ାଭୋଇ ସାହି ନିକଟରେ ଆଜି ସକାଳ ୮ଟା ସମୟରେ ଏକ ମୋରମବୋଝେଇ ହାଇୱା ଭାରସାମ୍ୟ ହରାଇ ଗୋପବ୍ରାଞ୍ଚ କେନାଲବନ୍ଧ ତଳକୁ ଖସିପଡ଼ିବା ଫଳରେ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ଲାଗି ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ସୂଚନା ମୁତାବକ ମୋରମ ନେଇ ଉକ୍ତ ହାଇୱା ରାସ୍ତାକାମ ପାଇଁ ଯାଉଥିଲା। ହେଲେ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ହାଇୱା ରାସ୍ତା ତଳକୁ ଓଲଟିପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe