ନେମାଳ: ଶିଶୁର କଟାମୁଣ୍ଡ ଜବତ, ବଳି ସନ୍ଦେହ

Advertisment
ନେମାଳ: ଶିଶୁର କଟାମୁଣ୍ଡ ଜବତ, ବଳି ସନ୍ଦେହ

ନେମାଳ: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ତିଲିକଣା ପଞ୍ଚାୟତର ଉଆଁଶାଳ-ବାଘୁଆ ଗାଁ ମଝି ଗୋହିରରେ ଏକ ଶିଶୁର କଟାମୁଣ୍ଡ ପୁଲିସ ଜବତ କରିଛି। ଜବତ ହୋଇଥିବା ଶିଶୁଟିର କଟା ମୁଣ୍ଡରେ କଳା, ସିନ୍ଦୁର ଲାଗିଥିବାରୁ ଶିଶୁଟିକୁ ବଳି ଦିଆଯାଇଥିିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।। ତେବେ ଏ ପର୍ଯ୍ୟନ୍ତ ନିକଟବର୍ତ୍ତୀ ବା ନେମାଳ ଥାନା ଅଞ୍ଚଳରେ କୌଣସି ଶିଶୁ ନିଖୋଜ ନେଇ କୌଣସି ଅଭିଯୋଗ ହୋଇ ନ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe