ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ବିଧାନସଭାରେ ଦାବିପତ୍ର ଦେଲା ବଲାଙ୍ଗୀର ବାର୍‌ ଆସୋସିଏସନ୍‌

Advertisment
ମାର୍ଚ୍ଚ ଦରମା ଏପ୍ରିଲ୍‌ ୩ରେ ମିଳିବ, ୯ ସୁଦ୍ଧା ପେନ୍‌ସନ୍

telegraphindia.com

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ମଙ୍ଗଳବାର ବଲାଙ୍ଗୀର ବାର୍‌ ଆସୋସିଏସନ୍‌ ବିଧାନସଭାରେ ଆଇନ୍‌ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି। ଦାବିପତ୍ର ଦେବା ସମୟରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀ ଏବଂ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe