ବଜ୍ରାଘାତରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

Advertisment
କାଳବୈଶାଖୀର ତାଣ୍ଡବ: ବଜ୍ରପାତରେ ଜଣେ ମୃତ, ୨ ଗୁରୁତର

Representative Image

ଗୋଷାଣୀ: ଗୁରାଣ୍ଡି ଥାନା ଅଧୀନ ତାଟିପେଟି ଗ୍ରାମର ଜନାର୍ଦ୍ଦନ ବଜ୍ରାଘାତରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସ୍ତ୍ରୀ ବି.ପୂର୍ଣ୍ଣା ଗୁରୁତର ଆହତ ହୋଇଛନ୍ତି। ଉଭୟେ ଜମିରେ ବିହନ ବୁଣିବା ପାଇଁ ଯାଇଥିଲେ। ଏହି ସମୟରେ ବଜ୍ରାଘାତ ହେବା ସହ ଘଟଣାସ୍ଥଳରେ ହିଁ ଜନାର୍ଦ୍ଦନଙ୍କ ମୃତ୍ୟୁ ହୋଇଥିଲା। ଗୁରାଣ୍ଡି ଥାନାରେ କେସ୍ ନମ୍ବର ୧୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe