ପୁରୀ: ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରେଣ୍ଢା ନୃସିଂହ ମନ୍ଦିରରର ତାଲା ଭାଙ୍ଗି ଗତକାଲି ରାତିରେ ଦୁର୍ବୃତ୍ତମାନେ ଅଷ୍ଟଧାତୁରେ ନିର୍ମତ ପୀଠ ଦେବତା ନୃସିଂହଙ୍କ ମୂର୍ତ୍ତି ସମେତ ସୁନା ଅଳଙ୍କାର, ରାଧାକୃଷ୍ଣ ମୂର୍ତ୍ତି ଚୋରି କରି ନେଇଛନ୍ତି। ସେହିପରି ମନ୍ଦିର ହୁଣ୍ଡିରେ ଲକ୍ଷାଧିକ ଟଙ୍କାର ଦାନ ସମ୍ପତ୍ତି ମଧ୍ୟ ଚୋରି ହୋଇଯାଇଛିି। ଚୋରି ହୋଇଯାଇଥିିବା ନୃସିଂହ ମୂର୍ତ୍ତି ବିରଳ ଅଷ୍ଟଧାତୁରେ ନିର୍ମିତ ଓଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଊର୍ଧ୍ୱ ହେବ ବୋଲି ଆକଳନ କରାଯାଉଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁରୀରୁ ଅଷ୍ଟଧାତୁ ନୃସିଂହ ମୂର୍ତ୍ତି ଚୋରି
Advertisment
Follow Us