ଆଇଜିଏଚ ସୁପର ‌ସ୍ପେଶିଆଲିଟି ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜୁଏଲ ଓରାମଙ୍କ ପତ୍ର

ଆଇଜିଏଚ ସୁପର ‌ସ୍ପେଶିଆଲିଟି ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସ୍ଥାପନା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଜୁଏଲ ଓରାମଙ୍କ ପତ୍ର

ରାଉରକେଲା : ଦେଶରେ କରୋନା ମହାମାରୀ ସଂକ୍ରମଣର ଜଟିଳତାକୁ ଦେଖି ଡିଆରଡିଓ ସହଯୋଗରେ ଦେଶର ଅନେକ ସ୍ଥାନରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ସ୍ଥାପନ ହେବାକୁ ଯାଉଛି l

ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲାର ଏନଟିପିସି ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ହସ୍ପିଟାଲ ଏବଂ ଏକ ଅକ୍ସିଜେନ ପ୍ଲାଣ୍ଟର ନିର୍ମାଣ ଏବଂ ରାଉରକେଲା ଆଇଜିଏଚ ସୁପର ‌ସ୍ପେଶିଆଲିଟି ହସ୍ପିଟାଲରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡି ହସ୍ପିଟାଲ ସ୍ଥାପନା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe