ବେଆଇନ ଆଇସ୍‌କ୍ରିମ କାରଖାନା ସିଲ୍

Advertisment

ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି...

ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି...

WhatsApp Image 2024-10-17 at 2.00.47 PM

ରାଉରକେଲା: ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି।

ନୋଟିସ ସତ୍ୱେ ମାଲିକ ଲାଇସେନ୍ସ କରିବାକୁ କୌଣସି ପଦକ୍ଷେପ ନେଉ ନ ଥିବା ଅଭିଯୋଗ ହୋଇଛି। ବାରମ୍ବାର ତାଗିଦ୍ ପରେ ମଧ୍ୟ ମାଲିକ ସଚେତନ ନ ହେବା ପରେ ରାଉରକେଲା ମହାନଗର ନିଗମ ପକ୍ଷରୁ ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe