ଖରିଆରରୋଡ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ; ଜଣେ ଗିରଫ

ଖରିଆରରୋଡ ବନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ; ଜଣେ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖରିଆରରୋଡ ବନ ବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ ହୋଇଛି । ଗତ କାଲି ରାତିରେ ତିଲେଇଝର ଗାଁରୁ ଏକ ପିକ୍ ଅପ୍ ଭ୍ୟାନରେ ଶାଗୁଆନ କାଠ ଗୋତମା ଗାଁକୁ ଅଣାଯାଉଥିଲା।

ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ରେଞ୍ଜର ନିରଞ୍ଜନ ମାଝୀଙ୍କ ନେତୃତ୍ବରେ ବନ ବିଭାଗ ଟିମ୍ କଲ୍ୟାଣପୁର ଗାଁ ନିକଟରେ ଚଢାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିଥିଲେ । ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe