ନବରଙ୍ଗପୁର ସମ୍ବାଦଦାତାଙ୍କ ମୃତ୍ୟୁ ପୂର୍ବ ହୃଦଘାତ ଦୃଶ୍ୟ କ୍ୟାମେରା ହୋଇଥିଲା କୈଦ୍‌, ଦେଖନ୍ତୁ କିପରି ସେ ରାସ୍ତାରେ ଟଳି ପଡ଼ୁଛନ୍ତି

Advertisment
ନବରଙ୍ଗପୁର ସମ୍ବାଦଦାତାଙ୍କ ମୃତ୍ୟୁ ପୂର୍ବ ହୃଦଘାତ ଦୃଶ୍ୟ କ୍ୟାମେରା ହୋଇଥିଲା କୈଦ୍‌, ଦେଖନ୍ତୁ କିପରି ସେ ରାସ୍ତାରେ ଟଳି ପଡ଼ୁଛନ୍ତି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ‘ସମ୍ବାଦ’ ପ୍ରତିନିଧି ଏ. ଜଗଦୀଶ ରାଓଙ୍କ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା।

publive-image

କୁହାଯାଏ ମନୁଷ୍ୟର ମୃତ୍ୟୁ କେତେବେଳେ ଓ କେଉଁଠି ହେବ ତାହା ସେହି ବିଧତା ହିଁ ଜାଣନ୍ତି। ତେବେ ବେଳେବେଳେ ମୃତ୍ୟୁର ଏମିତି ଘଟଣା ସାମ୍ନାକୁ ଆସିଥାଏ ଯାହାକୁ ଶୁଣିଲେ ଲାଗେ ଏମିତି ବି ଆସେ ମୃତ୍ୟୁ। ପାପଡ଼ାହାଣ୍ଡି ବ୍ଲକ ‘ସମ୍ବାଦ’ ପ୍ରତିନିଧି ଏ. ଜଗଦୀଶ ରାଓଙ୍କ ହାର୍ଟ ଆଟାକର ଲାଇଭ ଚିତ୍ର କ୍ୟାମେରାରେ କୈଦ୍‌ ହୋଇଥିଲା। ଏଥିରେ ଦେଖିବାକୁ ମିଳୁଛି ସମ୍ବାଦର ନବରଙ୍ଗପୁର ପାପଡାହାଣ୍ଡି ସାମ୍ବାଦିକ ଏ.ଜଗଦିଶ ରାଓ ବାଇକରେ ବସି ଯାଉଥିବା ସମୟରେ ହଠାତ୍‌ ରାସ୍ତାରେ ଟଳି ପଡ଼ୁଛନ୍ତି। ଏହାପରେ ସେ ତାଙ୍କ ସାଙ୍ଗ ସହିତ ହାର୍ଟ ଚେକଅପ ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe