ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଯୁବକଙ୍କର ମୃତଦେହ

Advertisment
ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଯୁବକଙ୍କର ମୃତଦେହ

ପାରାଦୀପ: ପାରାଦୀପ ମେରାଇନ ଡ୍ରାଇଭ ରୋଡରେ ଝୁଲିଛି ଶବ। ସମୁଦ୍ର କୂଳ ରାସ୍ତାକଡ଼ରେ ଥିବା ଝାଉଁବଣରେ ଜଣେ ଯୁବକଙ୍କର ମୃତଦେହ ଝୁଲୁଥିବା ଦେଖାଯାଉଛି।  ଯୁବକ ଜଣଙ୍କ ପ୍ୟାଣ୍ଟ ଓ ଗଞ୍ଜି ପିନ୍ଧିଥିବା ବେଳେ ଏକ ଗାମୁଛା ସାହାଯ୍ୟରେ ଗଛ ଦେହରେ ଝୁଲୁଥିବା ବେଳେ ଅନେକ ଲୋକ ରାସ୍ତାକଡ଼ରେ ଏହାକୁ ଦେଖିବାକୁ ଜମା ହୋଇଛନ୍ତି ।

ତେବେ ଯୁବକ ଜଣଙ୍କର ପରିଚୟ ଅସ୍ପଷ୍ଟ ଥିବା ବେଳେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe