ରାହାମା: ନିଆଁରେ ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର କୋଇଲା। ଏ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ରାହାମା ରେଳ ଷ୍ଟେସନରେ। କୋଇଲା ନେଇଯାଉଥିବା ମାଲବାହୀ ଟ୍ରେନରେ କୌଣସି କାରଣରୁ ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ତିର୍ତୋଲ ଦମକଳ ବାହୀନିର ୨ଟି ଗାଡ଼ି ଆସି ପହଞ୍ଚି ନିଆଁ ଲିଭାଇଥିଲା। ନିଆଁ କିପରି ଲାଗିଲା ତାହା ଏବେ ବି ଅସ୍ପଷ୍ଟ ରହିଛି।
ରାହାମା: କୋଇଲା ବୋଝେଇ ଟ୍ରେନ ବଗିରେ ଲାଗିଲା ନିଆଁ
Advertisment
Follow Us