ପାରାଦୀପ: ମହାନଦୀ ମୁହାଣରେ ଏକ ବଡ଼ଧରଣର ଅଘଟଣ ଘଟିଥିବାର ଖବର ମିଳିଛି। ଏଠାରେ ଢେ଼ଉ ମାଡ଼ରେ ଏକ ଡଙ୍ଗା ଓଲଟିଯାଇଥିଲା। ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଅନ୍ୟ ମାଛଧରା ଡଙ୍ଗାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଡଙ୍ଗାରେ ଥିବା ସମସ୍ତ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସମୁଦ୍ରରୁ ମାଛ ମାରି ପାରାଦୀପର ବାଲିପ୍ଲଟକୁ ଫେରୁଥିବା ବେଳେ ଅସ୍ତରଙ୍ଗ ଅଞ୍ଚଳର ଏହି ଡଙ୍ଗାଟି ଓଲଟି ଯାଇଥିଲା।
ଓଲଟିଲା ଡଙ୍ଗା: ଉଦ୍ଧାର ହେଲେ ୫ ମତ୍ସ୍ୟଜୀବୀ
Advertisment
Follow Us