ରାମତରା ବେଳାଭୂମି ନକଟରେ ବିରାଟ ସାର୍କ ମାଛ

Advertisment
ରାମତରା ବେଳାଭୂମି ନକଟରେ ବିରାଟ ସାର୍କ ମାଛ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ପଦ୍ମପୁର ପଞ୍ଚାୟତ ରାମତରା ବେଳାଭୂମି ନକଟରେ ଏକ ବିରାଟ ସାର୍କ ମାଛ କୂଳରେ ଲାଗିଛି। ମାଛଟି ମରି ଯାଇଛି। ନିକଟବର୍ତ୍ତୀ ଗାଁର ଲୋକମାନେ ବିରାଟ ସାର୍କ ମାଛକୁ ଦେଖିବାକୁ ଭିଡ଼ ଜମାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe