PML Daily
ମାଛଗାଁ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ବରମୁଣ୍ଡଳୀ ପଞ୍ଚାୟତର ଫୁଲବେଲାରୀ ଗ୍ରାମର ମାଗୁ ଖଣ୍ଡୁଆଳ ( ୬୨) ବ୍ରଜାଘାତରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନାରୁ ଜଣାଯାଏ, ମାଗୁ ଭୋର ସମୟରେ ଶୌଚ ପାଇଁ ନିଜ ବାଡ଼ି ଆଡକୁ ଯାଇଥିବା ବେଳେ ବ୍ରଜାଘାତର ଶିକାର ହୋଇଥିଲେ, ଯାହା ଫଳରେ ପରିବାର ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ବାଲିକୁଦା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ଡାକ୍ତର ସେଠାରେ ମାଗୁଙ୍କୁ ମୃତ ଘୋଷଣା କରିଥିଲେ।
Follow Us